Ranjit/Whisper_Small_Odia_10k_steps
Automatic Speech Recognition • Updated
• 2
audio audioduration (s) 1.51 48.1 | label class label 1 class | transcription stringclasses 821 values |
|---|---|---|
1train | ମୋର ଡାହାଣ ପାଖ ବହୁତ ଦୁର୍ବଳ ମନେ ହେଉଛି ଡାହାଣ ହାତଟା ସମ୍ପୂର୍ଣ ଉପରକୁ ଟେକି ହେଉନାହିଁ | |
1train | ଦେହ ସାରା କୁଣ୍ଡାଇ କୁଣ୍ଡାଇ ଫଳି ଯାଉଛି | |
1train | ସାର ମୋର ବିଜୁ କୃଷକ କାର୍ଡ ପାଇଁ କଣ କାଗଜ ପତ୍ର ଦରକାର | |
1train | ସାର ମୋର ସାତ ମାସର ଗର୍ଭ ଗୋଡ଼ ହାତ ମୁହଁ ଫୁଲି ଯାଉଛି | |
1train | ସାର ମୋର ପିରିଅଡ଼ ରେ ଭଲରେ ବ୍ଲିଡ଼ିଙ୍ଗ ହଉନାହିଁ ଅଳ୍ପ ହୋଇ ବନ୍ଦ ହୋଇଯାଉଛି | |
1train | ମୋ ସ୍ତ୍ରୀ ର ପଥୁରୀ ହେଇଚି ହେଲ୍ଥ କାର୍ଡ ର ସାହାଯ୍ୟ ପାଇପାରିବି | |
1train | ଛୁଆଟାର ଗୋଡ଼ ହାତ ସରୁ ହୋଇଯାଇଛି ଏବଂ ସବୁବେଳେ ଗୋଡ଼ ଛଂଦେଇ ହେଉଛି | |
1train | ସାର ବାପାଙ୍କର ରାତିରେ ନିଦ ହଉନି | |
1train | ପେଟ ଫାମ୍ପି ଯାଉଛି ଝାଡା ପରିଶ୍ରା ବନ୍ଦ ହେଇ ଯାଉଛି | |
1train | ମୋର କୃଷି କାର୍ଡ କିମିତି ହବ କି କି କାଗଜ ଦରକାର ହବ | |
1train | ସାର ମୋର ଆଖି କୁ ଠିକସେ ଦିଶୁନି କଣ କରିବି | |
1train | ଏବେ ତିନ୍ ମାସ ହେଇଛି ଟିକିଏ ଦିହରୁ ଯାଉଛି କିଶ ହେଲାକି | |
1train | ମୋ ହେଲ୍ଥ କାର୍ଡ ଟି ପୁରୁଣା ହେଇଯାଇଛି କେଉଁଠି ରିନିଉ କରିବି | |
1train | ଗୋଡ ତଳି ପାଦ ସକାଳେ ବିଛଣା ରୁ ଉଠିଲେ ତଳେ ଦେଇକି ଚାଲିହଉନି ବହୁତ ଜୋର ରେ ବଥା କରୁଛି | |
1train | ସାର ମୋର ବୀର୍ଯ୍ୟ ପଡୁଛି କିଛି ଅସୁବିଧା ନାହିଁ ତ | |
1train | ସାର ଛୁଆର ହାତ ଗୋଡ ସରୁ ହେଇ ଯାଉଛି ଗୋଡ କୁ ସବୁବେଳେ ଛନ୍ଦିଦେଇ ରଖୁଛି | |
1train | ଚର୍ମ ରେ ଘା ହୋଇଯାଇଛି କାହାକୁ ଦେଖେଇବି | |
1train | ସାର ମୋର ହେଲ୍ଥ କାର୍ଡ ଅଛି ଏହି କାର୍ଡ ରେ ଔଷଧ ପାଇପାରିବି | |
1train | ମୋ ଛୁଆ କାନ ପଚୁଛି କ୍ଷୀର ଖାଇଲାବେଳେ ବାନ୍ତି କରି ଦେଇଥିଲା ବାନ୍ତି କାନରେ ପଶିଯାଇ ଥିଲା | |
1train | ସାର ମୋର ପିରୀଅଡ଼ସ ଦୁଇ ମାସ ହେଲା ହେଇନି ମୁ ପ୍ରେଗନାଂଟ ଅଛି କି | |
1train | ଆଣ୍ଠୁ ଗଣ୍ଠି ବାତ ହେଇଚି କାହାକୁ ଦେଖାମି | |
1train | ମିଳା ମିଶା କଲେ କଷ୍ଟ ହେଉଚି ପରିସ୍ରା କୁଣ୍ଡେଇ ହଉଚି | |
1train | ମୋର ପାଞ୍ଚ ମାସ ର ଗର୍ଭ ବେଳେ ବେଳେ ମୋ ବାମ ପାଖ ପେଟ ବଥା ହଉଛି | |
1train | ଆଜ୍ଞା ଦୁର୍ବଳ ଲାଗୁଚି ଦେହ ଝିମଝିମ ହଉଛି | |
1train | କଣ ଖାଇଲେ ଟିକେ ମୁଟା ହେବି କଣ କଲେ ପତଳା ହେବି | |
1train | ସାର ଛୁଆର ଓଜନ କମ ଅଛି ମେଡିସିନ ଦିଅନ୍ତୁ | |
1train | ମୁ ପନ୍ଦର ବର୍ଷ ର ଝିଅ ଟା ମୋର ଓଜନ ମାତ୍ର ତେତିଶ କିଲୋଗ୍ରାମ | |
1train | ମୋ ପିରିଅଡ଼ ଘୁଞ୍ଚି ଯାଇଛି ଦେହ ଭଲ ଲାଗୁନି ପ୍ରେଗ୍ନନ୍ସି ଟେଷ୍ଟ କରିବୁ କି | |
1train | ମାସିକିଆ ଠିକ ଟାଇମ ରେ ହେଉନାହଁ କେବେ ଆଗେ ହେଇଯାଉଛି ତ କେବେ ଟାଇମ ଗଡି ଯାଉଛି | |
1train | ମୁଣ୍ଡ ଯନ୍ତ୍ରଣା କରୁଛି ଜର ଜର ଲାଗୁଛି | |
1train | ସାର ମୋର ଛୁଆ ର ବାନ୍ତି ହଉଚି କିଛି ମେଡିସିନ ଦିଅନ୍ତୁ | |
1train | ଆଣ୍ଠୁଗଣ୍ଠି ବହୁତ ବିନ୍ଧୁଛି ବସିଉଠି ପାରୁନି ଜମା ତେଲ ଘଷିଲେ କମୁଛି କିଛି ସମୟ ପରେ ପୁଣି ବିନ୍ଧୁଛି | |
1train | ଛୁଆ କୁ ଜର ହଉଥିଲା ମେଡିସିନ ଖାଇଲା ପରେ କମିଲା କିନ୍ତୁ ଏବେ ଝାଡା ହଉଚି ତାର ଆଜି ଦଶ ଥର ଝାଡା କଲାଣି | |
1train | ଦୁଇରୁ ତିନି ଦିନରେ ବେଳେ ଝାଡ଼ା ହେଉଛି ପେଟ ବଥା ହେଉଛି | |
1train | ମୋର କିଡ଼ନୀ ସ୍ତୋନ ହଇଛି ଅପେରସନ ପାଇଁ ଏହି କାର୍ଡ ର ସାହାଯ୍ୟ ଦରକାର | |
1train | ଏଇ କାର୍ଡ ରେ ବର୍ଷକୁ କେତେ ଥର ଚିକିତ୍ସା ହେଇପାରିବ | |
1train | ସାର ମୋର ଦୋଷ ହୋଇ ରାତିରେ ବିଛଣାରେ ପରିସ୍ରା ହୋଇ ଯାଉଛି | |
1train | ଭିତରେ ବହୁତ କୁଣ୍ଡୁଚି ଧଳା ବି ଯାଉଛି | |
1train | ମୋର ଦୁଇ ମାସ ହେଲା ଗର୍ଭ ଦେହ ହାତ ବହୁତ କୁଣ୍ଡାଇ ହଉଚି | |
1train | ଆଜ୍ଞା ଦାନ୍ତରେ ବଥା ଲାଗୁଚି ଦାନ୍ତ ଡାକ୍ତର ଅଛି କି | |
1train | ସାର ମୋର ଭୀଷଣ ଜ୍ଵର ମୁଣ୍ଡ ର ତାତି ଉଠୁଛି ଏବଂ ଯନ୍ତ୍ରଣା କରୁଛି ମୁଣ୍ଡ ତଳକୁ କରି ହେଉନାହିଁ | |
1train | ମୋର ବାମ ପାଖ ହାତ ଗୋଡ ଖାଁଚୁଛି ମୁଡି ହେଇ ଯାଉଛି | |
1train | ଆଖି କୁଣ୍ଡେଇ ହେଉଛି ଏବଂ ଜାଲ ଜାଲ ଦେଖାଯାଉଛି | |
1train | ଛୁଆ ପିଠିରେ କିଶଟା ଗୋଟେ ବାହାରିଛି | |
1train | ମୋର୍ ଡାହାଣ୍ ଗୋଡ଼ଟା କି ହଉଚି କେଜାଣେ ବହୁତ୍ ଟାଣୁଛି | |
1train | ଜମାରୁ ଖାଇବାକୁ ବସୁନି ଜମାରୁ ଦେହରେ ଲାଗୁନି | |
1train | ମୋ ତିରିଶ ବର୍ଷ ମୋ ମୋଥା ଚାନ୍ଦା ହଇଯାଇଛି | |
1train | ସାର ମୋର ପିରିଅଡ଼ ହେଇଚି ଆଉ ପେଟ କାଟୁଛି | |
1train | ସାର ମର ଗୋଡ ଭଙ୍ଗି ଯାଇ ଛି ବିମାରେ ପଇସା ମିଳିବ କି | |
1train | ଗୋଡ଼ ହାତ ର ଗଣ୍ଠି ବହୁତ ଯନ୍ତ୍ରଣା ହଉଛି ଚାଲି ହଉନାହିଁ | |
1train | ମୋ ଦାନ୍ତ ମାଢି ଫୁଲି ଯାଉଛି ଦାନ୍ତ ଘଷିଲେ ରକ୍ତ ବାହାରୁଛି | |
1train | ଆଖି ନାଲି ପଡିକି କୁଣ୍ଡେଇ ହଉଛି | |
1train | ପେଟ ଫାମ୍ପି ଯାଇଛି ଝାଡ଼ା ପରିସ୍ରା ବନ୍ଦ ହେଇଯାଇଛି | |
1train | ମୋ ଦିହରୁ ଭଲରେ ଯାଉନି | |
1train | ମୁଁ ସତର ବର୍ଷ ଝିଅ ଟେ ମୋର ଓଜନ ମାତ୍ର କୋଡ଼ିଏ କିଲୋଗ୍ରାମ | |
1train | ସାର ମୋର ଛୁଆର ଗୋଡ ଖରାପ ଅଛି ବିମାରେ ଟଙ୍କା ମିଳିବ କି | |
1train | ଦିଦି ଏ ପିଲାଟି ପୋଖରୀରେ ବୁଡ଼ି ଯାଉଥିଲା କଣ କରିବି | |
1train | ମୋର ପଚାଶ ବର୍ଷ ଡାଏବେଟିସ ଉଚ୍ଚ ରକ୍ତ ଚାପ ଅଛି | |
1train | ମୁଁ ମାତ୍ର ଚାଳିଶ ବର୍ଷ ମୋର ମେନ୍ସ ବନ୍ଦ ହେଇଯାଇଛି | |
1train | ମୁଣ୍ଡ ଗୋଟେ ଫାଳିଆ ବିନ୍ଧୁଚି ବହୁତ କଷ୍ଟ ହଉଚି | |
1train | ମେଡ଼ାମ ଗୋଡ ଟା ଭାଙ୍ଗି ଯାଇଛି ହାଡ ଡକ୍ଟର ଙ୍କୁ ଦେଖାଇ ଥାଆନ୍ତି ହାଡ ଡକ୍ଟର କେବେ ଆସୁଛନ୍ତି | |
1train | ଟିକେ ଖରା ରେ କାମ କରିଦେଲେ କି ଚଲବୁଲା କରିଦେଲେ ଅନ୍ଧାର ଦେଖା ହଉଚି | |
1train | ସାର ମୋ ଛୁଆ ପେଟ ଫୁଲି ଯାଉଛି ଝାଡ଼ା ହେଉନାହିଁ | |
1train | ଦାନ୍ତ ସବୁ ବିନ୍ଧୁଛି କିଛି ଚୋବେଇ ଖାଇ ହଉନି | |
1train | ବାନ୍ତି ହଉଚି ପତଳା ଝାଡା ହଉଚି | |
1train | ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି ଟିକେ କାମ କଲେ ଥକ୍କା ଲାଗୁଚି | |
1train | ଛୁଆର ପେଟବଡ଼ କିନ୍ତୁ ମୁଣ୍ଡ ଛୋଟ କଣ ହଉଚି କିଛି ଵୁଝିହୋଉନି | |
1train | ସାର ମୋର ପରିସ୍ରା ଯାଉନି କଣ କରିବି କାହାକୁ ଦେଖେଇବି | |
1train | ମୁଣ୍ଡ ବୁଲେଇ ଦଉଚି ଆଖି ଜାଲି ଜାଲି ଦେଖା ଯାଉଚି | |
1train | ସାର ମୋ ଗଳା ରେ ଗିଳିଲା ବେଲେ କଣ୍ଟା କଣ୍ଟା ଲାଗୁଛି ଗଳା ଡକ୍ଟର କୁ ଦେଖାଇ ଥାନ୍ତି | |
1train | ପରିଶ୍ରା ଦ୍ୱାର ରୁ ଧଳା ଧଳା ଯାଉଚି ଦୁର୍ବଳ ଲାଗୁଚି | |
1train | ସାର ହାତ ଗୋଡ଼ କାଲୁଆ ମାରି ଯାଉଛି ଦେହର ଗତର ନାହିଁ | |
1train | ଆମ ଗାଁ ରେ ବହୁତ ମଶା ହଉଚି ମେଡିକାଲ ତରଫରୁ କିଛି ଔଷଧ ନାହିଁ | |
1train | କିଛି ଖାଦ୍ୟ ଖାଇଲା ପରେ ପେଟ ଫାମ୍ପି ଯାଉଛି | |
1train | ମୋର ଦଶ ମାସର ଗର୍ଭ ମୋ ପିଲା ବୁଲୁ ନାହିଁ ପେଟ ଶକ୍ତ ହେଇଯାଉଛି | |
1train | ମୋର ଘନ ଘନ ପରିଶ୍ରା ହେଉଛି ଏବଂ ଜ୍ୱାଳା କରୁଛି | |
1train | ସାର ମୋତେ ବେସି ରାଗ ଲାଗୁଚି କିଛି ବି.ପି ବଢ଼ିଚି କି | |
1train | ଆଜ୍ଞା ଡେଲିଭରି ବଥା ହଉଚି ଡାକ୍ତର କାହିଁ କି | |
1train | ମୁଣ୍ଡରୁ ଚୁଟି ଝଡି ଯାଉଛି ଋପି ବହୁତ ହେଉଛି | |
1train | ଗ୍ୟାସ ହୋଇ ବାନ୍ତି ହଉଛି ଖାଇବାକୁ ଇଚ୍ଛା ହଉନି | |
1train | ମୋର ଦୁଇ ମାସ ହେଲା ମେନ୍ସ ହେଇନି କିନ୍ତୁ ଗର୍ଭ ବି ନାହିଁ | |
1train | ମୋ କୃଷକ କାର୍ଡ ରେ କେତେ ଟଙ୍କା ଖର୍ଚ୍ଚ ହେଇଚି | |
1train | ମୋ ଛୁଆ ତିନି ବର୍ଷ ତାର ଗୋଡ ହାତ ସରୁ ହୋଇଯାଉଛି ପେଟ ବଡ ହୋଇ ଯାଉଛି | |
1train | ମୁଁ ପଞ୍ଚାବନ ବର୍ଷ ବୟସ ମୋର ଜରାୟୁ ଦୁଇ ଇଞ୍ଚ ତଳକୁ ଖସି ଆସିଛି | |
1train | ପେଟ କାମୁଡୁଛି | |
1train | ଥଣ୍ଡାରେ ତଣ୍ଟି ଦରଜ ହେଇକି କାଶ ହଉଚି ନାକ ବନ୍ଦ ହୋଇଯାଉଛି | |
1train | କୁନ୍ଥେଇ କୁନ୍ଥେଇ ପରିଶ୍ରା ହଉଛି ଠୋପା ଠୋପା ହେଇ ବହୁତ ସମୟ ଯାଏ ହଉଛି | |
1train | ସାର ଛୁଆ ଜମା ଖାଉନି ଭୋକ ମେଡିସିନ ଦିଅନ୍ତୁ | |
1train | ମୋର ପନ୍ଦର ଵର୍ଷର ପୁଅ ଟା ଷାଠିଏ କିଲୋ ଅଜନ | |
1train | ପରିଶ୍ରା ଦ୍ୱାର କୁଣ୍ଡେଇ ହେଉଚି ପରିଶ୍ରା କଲେ ଜଳାପୋଡା ହେଉଛି | |
1train | ମୋର ବୟସ ପଚିଶି ମୋର ଓଜନ ଶହେ ସାତ କିଲୋଗ୍ରାମ | |
1train | ଛୁଆ ର ବ୍ଲଡ଼ କମି ଯାଉଛି କାହାକୁ ଦେଖେଇବି | |
1train | ଇନ୍ସୁରାନ୍ସ କାର୍ଡ ରେ ଚିକିତ୍ସା କଲେ ଡେରି ହବକି | |
1train | ମୋତେ ବହୁତ୍ ଥକା ଲାଗୁଛି | |
1train | ଟିକିଏ ସର୍ଦ୍ଦି ହେଇଚି ଆଉ ମୁଣ୍ଡ ବୁଲାଉଛି | |
1train | ସାର ମୋ ଆଖିରୁ ସର୍ବଦା ପାଣି ବାହାରୁଛି ଦୁଇଟା ଦୁଇଟା ଦେଖାଯାଉଛି | |
1train | ପରିଶ୍ରା ଅଳ୍ପ ଅଳ୍ପ ହଉଚି ବହୁତ କଷ୍ଟ ହଉଚି | |
1train | ସାର ମୋ ହେଲ୍ଥ କାର୍ଡ ଦୁଇ ଥର ୟୁଜ଼ ହୈ ସାରିଛି ଆଉ କେତେ ଥର ୟୁଜ଼ ହୈ ପାରିବ | |
1train | ଛୁଆ ଟା ର ପେଟ ବଡ ହେଇଯାଉଛି ମୁଣ୍ଡ ଛୋଟ ହେଇଯାଉଛି | |
1train | ଖାଇବା ହଜମ ହଉନି ଜମା ଇଛା ହଉନି ଖାଇବାକୁ |